ଥରିଲା ତାଇଓ୍ବାନ

ତାଇପେ,୧୮।୪: ଉତ୍ତର ପଶ୍ଚିମ ତାଇଓ୍ବାନରେ ଏକ ବଡ ଭୂକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୪। ଏହାର କେନ୍ଦ୍ରସ୍ଥଳ ହାଓଲିନ କାଉଣ୍ଟି ଡାଲରୁ ୧୮.୮ କିଲୋମିଟର ମିଟର ମଧ୍ୟରେ ଥିବା ଜଣାପଡିଛି। ତେବେ ତାଇଓ୍ବାନର ଭୌଗୋଳିକ ସ୍ଥିତି ଏଭଳି ଯେ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ।

Share