ଚାଇନା-ତାଇଓ୍ବାନ ବିବାଦ: ତାଇଓ୍ବାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବ ଆମେରିକା

ଓ୍ବାଶିଂଟନ୍‌,୨୪।୮: ଚାଇନା ଓ ତାଇଓ୍ବାନ ମଝିରେ ବିବାଦ ଚାଲିଥିବାବେଳେ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ତେବେ ଏ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସାହାଯ୍ୟର ହାତ ବଢାଇଛନ୍ତି। ତାଇୱାନକୁ ୫୦୦କୋଟି ଡଲାରର ଯୁଦ୍ଧାସ୍ତ୍ର ଦେବାକୁ ବାଇଡେନ ସରକାର ଘୋଷଣା କରିଛନ୍ତି।

Share