ରୋଗୀଙ୍କଠାରୁ ନେଉଥିଲେ ଲାଞ୍ଚ,ଧରିଲା ପୋଲିସ

କଟକ ଅଫିସ,୨।୮: ଏସ୍‌ସିବି ମେଡିକାଲରେ ରୋଗୀଙ୍କଠାରୁ ଲାଞ୍ଚ ନେଇ ୨ ଜଣ ଧରାପଡିଛନ୍ତି। ସେମାନେ ହେଲେ ଏସ୍‌ସିବିର ଜଣେ କର୍ମଚାରୀ ଓ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ। ଶୀଘ୍ର ଅଲଟ୍ରାସାଉଣ୍ଡ କରାଇଦେବାକୁ କହି ୧୪ ଶହ ଟଙ୍କା ଲାଞ୍ଚ ନେଉଥିଲେ। ସେତିକି ବେଳେ ମଙ୍ଗଳାବାଗ ଥାନା ପୋଲିସ ଟଙ୍କା ସହ ୨ଜଣଙ୍କୁ ଧରିଥିବା ଜଣାପଡିଛି।

Share