Advertisement

ତାଳଧ୍ୱଜ ରଥ ଟଣା ହେଲାବେଳେ ଠେଲାପେଲା: ଏକାଧିକ ଆହତ

ପୁରୀ ଅଫିସ,୨୦।୬(ଅଜିତ୍‌ ମହାନ୍ତି): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେବେ ରଥଟଣା ଆରମ୍ଭ ହୋଇଥିବା ବେଳେ ଠେଲାପେଲା ହୋଇଛି। ମିରିଚିକୋଟ ଛକରେ ଠେଲାପେଲା ହୋଇ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଳଧ୍ୱଜ ରଥ ଟଣା ହେଲାବେଳେ ଏହି ଅଘଟଣ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel