ଶରଧାବାଲିରେ ଲାଗିଲା ତାଳଧ୍ୱଜ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ସାନ ଭାଇ ଭଉଣୀଙ୍କୁ ପଛରେ ପକାଇ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ବଡ ଠାକୁର ବଳଭଦ୍ର। ଶରଧାବାଲିରେ ଲାଗିଛି ତାଳଧ୍ୱଜ ରଥ। ତହିଁ ପଛେ ପଛେ ଆସୁଛନ୍ତି ଦେବ ଦଳନ ଓ ନନ୍ଦୀଘୋଷ ରଥ।

Share