Categories: ଜାତୀୟ

କରୋନାରେ ଚାଲିଗଲା ତାମିଲନାଡୁ କୃଷିମନ୍ତ୍ରୀଙ୍କ ଜୀବନ

ଚେନ୍ନାଇ,୧।୧୧-ତାମିଲନାଡୁର କୃଷିମନ୍ତ୍ରୀ ଆର.ଦୋରାଇକାନୁଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୋରାଇକାନୁ ଗତ ୧୩ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଗତ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଅରବିନ୍ଦନ ସେଲଭାରାଜ ସୂଚନା ଦେଇଛନ୍ତି।

Share