Posted inଫୁରସତ

ମନ୍ଦିର ପୋଖରୀରେ ମରି ପଡ଼ିଛନ୍ତି ଅସଂଖ୍ୟ ମାଛ

ତାମିଲନାଡୁର ମଦୁରାଇରେ ଅବସ୍ଥିତ ଥିରୁପାନକୁଣ୍ଡ୍ରମ୍‌ ମୁରୁଗନ ମନ୍ଦିର ପୋଖରୀରେ ଅନେକଗୁଡିଏ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି। ହେଲେ ଏକାସାଙ୍ଗରେ ଏତେଗୁଡିଏ ମାଛ କିପରି ମଲେ ତାର କାରଣ ଜଣାପଡ଼ି ନାହିଁ। ଏହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକାସାଙ୍ଗରେ ଏତେଗୁଡିଏ ମାଛ କିପରି ମଲେ ସେ ନେଇ ଲୋକେ ପ୍ରଶ୍ନ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମ କଡ଼ାକଡ଼ି କଲା YouTube: ଏମିତି କଣ୍ଟେଣ୍ଟ କ୍ରିଏଟ୍‌ କଲେ ବ୍ୟାନ୍‌ ହୋଇଯିବ ଆକାଉଣ୍ଟ, ଏହି ତାରିଖରୁ ଲାଗୁ ହେବ ନିୟମ

ଅନ୍‌ଲାଇନରେ କଣ୍ଟେଣ୍ଟ କ୍ରିଏଟ୍‌ କରୁଥିବା କ୍ରିଏଟରଙ୍କ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। କମ୍ପାନୀ ଘୋଷଣା କରିଛି ଯେ, ଯେଉଁ କ୍ରିଏଟରମାନେ ଅନ୍‌ସାର୍ଟିଫାଏଡ୍‌ ଗାମ୍ବଲିଂ...

ଏହି ଦେଶରେ ଅଛନ୍ତି ସବୁଠୁ ଅଧିକ କୋଟିପତି: ଭାରତର ସ୍ଥାନ ଜାଣିଲେ ହୋଇଯିବେ ତାଜୁବ

ସାରା ବିଶ୍ୱରେ କୋଟିପତିଙ୍କ ତାଲିକାରେ ଅନେକ ଭାରତୀୟ ସାମିଲ ଅଛନ୍ତି। କେବଳ ଏତିକି ନୁହେଁ, ଭାରତ ଏହି କ୍ଷେତ୍ରରେ ବଡ଼ ବଡ଼ ଦେଶଗୁଡ଼ିକ ସହିତ ପ୍ରତିଯୋଗିତା...

ଦିନେ ୫୮ ଘଣ୍ଟା ‘Kiss’ ଦେଇ କରିଥିଲେ ରେକର୍ଡ: ଏବେ ଛାଡ଼ପତ୍ର ନେଉଛନ୍ତି ଏହି ଦମ୍ପତ୍ତି

୨୦୧୩ ମସିହାରେ ସବୁଠାରୁ ଲମ୍ବା ଚୁମ୍ବନ ପାଇଁ ଗିନିଜ ୱାଲର୍‌ଡ ରେକର୍ଡ ସୃଷ୍ଟି କରିଥିବା ଥାଇଲାଣ୍ଡ ଦମ୍ପତି ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏକ୍କାଚାଇ...

Video: ଶାଢି ପିନ୍ଧି ଶୁଖିଲା ଗଛ ଉପରେ ଚଢିଗଲେ ଝିଅ: ତା’ପରେ ଯାହା କହିଲେ ସମସ୍ତେ କରିବେ ବାଃ ବାଃ;ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଆଉ କିଛି ଭିଡିଓ ମଧ୍ୟ ଶିକ୍ଷଣୀୟ ହୋଇଥାଏ। ନିକଟରେ...

ଦାମୀ ଫ୍ଲାଟ୍‌ ବିକି ପୂରା ଗାଁ କିଣିଦେଲେ ଦମ୍ପତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଲୋକେ ଶାନ୍ତିରେ ରହିବା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ ଛାଡ଼ି ଗ୍ରାମାଞ୍ଚଳ ଆଡ଼କୁ ମୁହାଁଉଛନ୍ତି। ସେମିତି ଏକ ଦମ୍ପତିଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି। ଯାହା...

ଗୋଟିଏ ଝଟ୍‌କାରେ ମାଫ୍‌ ହୋଇଯିବ ଟ୍ରାଫିକ୍‌ ଚାଲାଣ, ଜାଣନ୍ତୁ କେଉଁଠି ହେଉଛି ରେଜିଷ୍ଟ୍ରେଶନ

ଯଦି ଟ୍ରାଫିକ ନିୟମ ନ ମାନି ଆପଣଙ୍କ ଉପରେ ଚାଲାଣ କଟିଛି। ଏଥିପାଇଁ ଆପଣ ଚିନ୍ତାରେ ଅଛନ୍ତି ତେବେ ଏଥର ଖୁସି ଖବର । ଜାରି...

କ’ଣ ମାଟିତଳେ ଧନସମ୍ପତ୍ତିକୁ ରକ୍ଷା କରନ୍ତି ସାପ? ସତ ଜାଣିଲେ ତାଜୁବ ହେବେ

ସାପଠାରୁ ଦୂରେଇ ରହିବାକୁ ଘରେ ପ୍ରାୟତଃ କୁହାଯାଏ। ଯଦି ଆପଣ କେବେ କୌଣସି ସ୍ଥାନରେ ସାପ ଦେଖନ୍ତି, ତେବେ ତାଠାରୁ ଦୂରେଇ ରୁହନ୍ତି କିମ୍ବା ଯେକୌଣସି...

୨୫୦କିମି ବେଗରେ ଉଡୁଥିଲା ବିମାନ, ମଝି ଆକାଶରେ ହୋଇଗଲା ଦି ଫାଳ, ଘଟଣା ଜାଣିଲେ ଥରି ଉଠିବେ

ବାୟୁରେ ଦୁର୍ଘଟଣା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହି ଦୁର୍ଘଟଣାଗୁଡ଼ିକ ମଧ୍ୟରୁ କିଛି ଦଶନ୍ଧି ଧରି ଲୋକଙ୍କ ମନରେ ରହିଯାଏ। ଜାପାନର ମାଉଣ୍ଟ ଫୁଜି ଉପରେ ସମାନ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image