Categories: ବାଣିଜ୍ୟ

ପହିଲାରୁ ସିଭି ଦର ବଢ଼ାଇବ ଟାଟା ମୋଟର୍ସ

ଭୁବନେଶ୍ୱର,୮।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ଯାନ ନିର୍ମାତା ଟାଟା ମୋଟର୍ସର ବାଣିଜ୍ୟକ ଯାନ (କମର୍ସିଆଲ ଭେହିକଲ ବା ସିଭି)ର ଦର ପ୍ରାୟ ୨% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଏପ୍ରିଲ ୧ରୁ ସିଭି ଯାନ ଉପରେ ନୂଆ ଦର ଲାଗୁ ହେବ ବୋଲି ଗୁରୁବାର କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

Share