Categories: ଜାତୀୟ

ଫୋନ୍‌ରେ ହତ୍ୟା ଧମକ ମିଳୁଛି

ହାଇଦ୍ରାବାଦ,୧୫।୧୧: ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ କିଣିବା ପାଇଁ ଭାଜପା ଟଙ୍କା ଯାଚିଥିବା ସେମାନେ ପୂର୍ବରୁ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକ୍ରମେ ତେଲଙ୍ଗାନା ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଫେରାଇ ନେବା ଲାଗି ଅଜଣା ନମ୍ବରରୁ ହତ୍ୟା ଧମକ ଆସୁଥିବା ବିଧାୟକମାନେ ଅଭିଯୋଗ କରିଛନ୍ତି।

Share