Categories: ଜାତୀୟ

ଏସ୍‌ଏସ୍‌ସି ପେପର୍‌ ଲିକ୍‌ ମାମଲା: ଏପ୍ରିଲ ୧୯ ଯାଏ ନ୍ୟାୟିକ ହେପାଜତକୁ ଗଲେ ବନ୍ଦି ସଞ୍ଚୟ

ହାଇଦ୍ରାବାଦ,୫।୪: ଏସ୍‌ଏସ୍‌ସି(ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍‌ ଲିକ୍‌ ମାମଲାରେ ଗିରଫ ହୋଇଥିବା ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ବୁଧବାର ଏପ୍ରିଲ ୧୯ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ତେଲଙ୍ଗାନା ଭାଜପା ମୁଖ୍ୟଙ୍କ ଗିରଫଦାରୀ ଉପରେ ଭାଜପା ଆଇଟି ସେଲ କେସିଆର ସରକାର ଉପରେ ଟାର୍ଗେଟ କରି ଏହାର ପରିଣାମ ଭଲ ହେବ ନାହିଁ ବୋଲି କହିଛି।

Share