କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ, ମନ୍ଦିରରେ କଲେ ଭଙ୍ଗାରୁଜା

ସିଡନୀ,୧୫।୭: କାନାଡାର ଗ୍ରେଟର ଟରଣ୍ଟୋ(ଜିଟଇସି)ର ବ୍ରେମ୍ପଟନ ସହରରେ ଶ୍ରୀ ଭଗବତ ଗୀତା ପାର୍କରେ ଲାଗିଥିବା ସଙ୍କେତ ଚିହ୍ନକୁ ଶୁକ୍ରବାର ଭାଙ୍ଗି ଦିଆଯାଇଛି। ଗୋଟିଏ ବର୍ଷ ମଧ୍ୟରେ ଏହିପରି ଅପମାନର ଘଟଣା ମଧ୍ୟରୁ ଏହା ଏକ ତାଜା ଘଟଣା। ଶୁକ୍ରବାର ସକାଳେ ଏହି କ୍ଷତିଗ୍ରସ୍ତ ଚିହ୍ନ ଦେଖଇବାକୁ ମିଳିଥିଲା। ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଥିବା କ୍ଷୟକ୍ଷତିର ଚିହ୍ନ (ଗ୍ରାଫିଟି)ଦେଖିବାକୁ ମିଳିଛି।

Share