Categories: ଜାତୀୟ

୧୫ ସିଆଇଏସ୍‌ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ ଉପରକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଏଏସ୍‌ଆଇ ଶହୀଦ

ଜମ୍ମୁ,୨୨ ।୪: ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଶୁକ୍ରବାର ଭୋର ପ୍ରାୟ ୪ଟା ବେଳେ ସିଆଇଏସ୍‌ଏଫ୍‌ର ୧୫ ଯବାନଙ୍କୁ ଡ୍ୟୁଟିରେ ନେଇ ଯାଉଥିବା ଏକ ବସ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସିଆଇଏସ୍‌ଏଫ୍ ଅଧିକାରୀ କହିଛନ୍ତି ଆତଙ୍କବାଦୀଙ୍କୁ କଡା ଜବାବ ଦିଆଯାଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜବାବରେ ଜଣେ ଏଏସ୍‌ଆଇ ଶହୀଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଯବାନ ସୁଂଜୱାରେ ହୋଇଥିବା ଆକ୍ରମଣରେ ସହାୟତା ପାଇଁ ଯାଉଥିଲେ ।

Share