Categories: ଜାତୀୟ

ଶିନ୍ଦେ ଏବଂ ଅନ୍ୟ ବିଧାୟକ ପଦ ଅଯୋଗ୍ୟତାକୁ ନେଇ ଶ୍ରୀଘ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପହଞ୍ଚିଲେ ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ,୪।୭:ବର୍ତ୍ତମାନ ଦେଶର ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ମହାରାଷ୍ଟ୍ରର ରାଜନୈତିକ ବାତାବରଣ ସରଗରମ ରହିଛି। ଏନସିପିରେ ବିଭାଜନ ଏବଂ ପାର୍ଟି ଉପରେ ନିଜ ନିଜର ନିୟନ୍ତ୍ରଣ ପାଇଁ ଦାଦା-ପୁତୁରାଙ୍କ ମଝିରେ ପୁଣି ବିବାଦ ମୁଣ୍ଡ ଟେକିଛି।
ତେବେ ଏମଧ୍ୟରେ ଉଦ୍ଧବ ଗୋଷ୍ଠୀ ପୁଣି ଥରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ନିବେଦନ କରିଛeନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟାନ୍ୟ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ପଦ ଅଯୋଗ୍ୟତା ଆବେଦନକୁ ଶୀଘ୍ର ଶୁଣାଣି ପାଇଁ ନିବେଦନ କରିଛନ୍ତି।

Share