ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ସଂସଦରୁ ନିଲମ୍ବନ କଲେ ଥାଇଲାଣ୍ଡର ଉଚ୍ଚ ନ୍ୟାୟଳୟ

ବ୍ୟାଙ୍ଗକକ୍‌,୧୯।୭: ଥାଇଲାଣ୍ଡର ସାମ୍ବିଧାନିକ କୋର୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୁଭ ଫରୱାର୍ଡ ପାର୍ଟି ନେତା ପିଟା ଲିମଜାରୋଏନ୍ରାଟଙ୍କୁ ସଂସଦର ସଦସ୍ୟ ଭାବେ ତାଙ୍କ କାର୍ଯ୍ୟରୁ ନିଲମ୍ବନ କରିଛି। କୋର୍ଟ କହିଛନ୍ତି, ସେ ଦେଶର ନିୟମ ଭାଙ୍ଗିଛନ୍ତି। କିନ୍ତୁ ସେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରି ନିର୍ବାଚନ ଲଢି ପାରିବେ।

Share