ରାଜନୀତିର ଧମାକାଦାର ଏଣ୍ଟ୍ରି କରିଥିବା ଥଲାପଥି ବିଜୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ ଚଳଚ୍ଚିତ୍ର ସୁପରଷ୍ଟାର ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ବିଜୟ ଥଲାପଥି ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ବଡ଼ ବ୍ୟକ୍ତିତ୍ୱ। ବଡ ବ୍ଲକବଷ୍ଟର ଫିଳ୍ମ ଦର୍ଶକଙ୍କୁ ଭେଟିଦେବା ପରେ ସେ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିଛନ୍ତି। ବିଜୟଙ୍କ ସଫଳତା ଏବଂ ତାଙ୍କ ଜୀବନଶୈଳୀକୁ ଦେଖିଲେ ନିଶ୍ଚିତ ଭାବରେ ମନରେ ପ୍ରଶ୍ନ ଆସେ ସେ କେତେ ଟଙ୍କା ରୋଜଗାର କରୁଥିବେ।
ବିଜୟଙ୍କ ପାଖରେ ସମୁଦ୍ରକୂଳ ବଙ୍ଗଳା ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ କୋଟି ଟଙ୍କାର ହାଇ ଏଣ୍ଡ କାର ପର୍ଯ୍ୟନ୍ତ ସବୁକିଛି ଅଛି ।

ବିଜୟଙ୍କ ଦ୍ୱାରା ସମୁଦ୍ର କୂଳରେ ନିର୍ମିତ ବଙ୍ଗଳା ହଲିଉଡ ତାରକା ଟମ କ୍ରୁଜଙ୍କ ସମୁଦ୍ରକୂଳ ଘର ଦ୍ୱାରା ଅନୁପ୍ରାଣିତ ହୋଇଛି। ଥାଲାପାଥିଙ୍କୁ ‘ରୋଲ୍ସ ରଏସ ଘୋଷ୍ଟ’ କୁହାଯାଏ। କେବଳ ରୋଲ୍ସ ରଏସ ନୁହେଁ, ଦୁଇଟି ବିଏମଡବ୍ଲୁ ଏସୟୁଭି ସହିତ ତାଙ୍କର ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି।
ବିଜୟଙ୍କ ବାର୍ଷିକ ଆୟ ୧୦୦ ରୁ ୧୨୦ କୋଟି। ତାଙ୍କ ଆୟ କେବଳ ଚଳଚ୍ଚିତ୍ରରୁ ନୁହେଁ,ସେ ଅନେକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମଧ୍ୟ କରନ୍ତି। ବିଜୟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ୧୦ କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ମୋଟ ସମ୍ପତ୍ତି ୬୦୦ କୋଟିରୁ ଅଧିକ।
ବିଚୟ ଚଳିତ ବର୍ଷ ଫେବୃଆରୀରେ ତାଙ୍କ ପାର୍ଟି ପ୍ରତିଷ୍ଠା କରିଥିଲେ। ତାଙ୍କ ଦଳର ନାମ ହେଉଛି ତାମିଲାଗା ଭେଟ୍ରି କାଜଗାମ (TVK)।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶାହା, ଭେଟିଲେ ପୀଡ଼ିତଙ୍କ ପରିଜନଙ୍କୁ

ଶ୍ରୀନଗର,୨୩।୪: ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ ୧୭ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ...

Pahalgam Attack Updates: ଘଟଣାସ୍ଥଳରେ ପହଞ୍ଚି ଶାହା କହିଲେ, ‘ଆତଙ୍କବାଦ ସାମ୍ନାରେ ନଇଁବ ନାହିଁ ଭାରତ’

ଶ୍ରୀନଗର,୨୩।୪: ମଙ୍ଗଳବାର ଅପରାହ୍ନରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାରୁ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ...

China: ନିଆଁ ଲାଗି ଭୁଷୁଡି ଗଲା ପୋଲ, ଆକାଶ ହେଲା ଧୂଆଁ ମୟ

ବେଜିଂ,୨୩।୪: ବେଜିଂର ଉତ୍ତର-ପୂର୍ବ ଶୁନି ଜିଲାରେ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ହୋଇଛି, ଯାହା ଫଳରେ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଏ ସମ୍ପର୍କିତ ଫଟୋ ସୋସିଆଲ...

ଶାହାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ, ଏବେ ପାକ୍‌ ବିରୋଧରେ ମୋଦି ନେବେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ଏପରି ବର୍ବର ଆକ୍ରମଣ ପରେ,...

Pahalgam Terror Attack: ପାକିସ୍ତାନ ଏୟାର ସ୍ପେସ ଦେଇ ସାଉଦି ଯାଇଥିଲେ ମୋଦି, ଲେଉଟାଣି ବେଳେ କାହିଁକି ଡାଇଭର୍ଟ ହେଲା ରୁଟ୍‌, ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବରୁ ଫେରିବା ସମୟରେ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରି ନଥିଲେ। ପହଲଗାମ Terror Attack ପରେ ପ୍ରଧାନମନ୍ତ୍ରୀ...

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବଡ଼ ଅଭିଯୋଗ ଆଣିଲେ ପରିବାର ଲୋକେ

ଦିଗପହଣ୍ଡି,୨୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିି ପଞ୍ଚାୟତ ବିରି ବାଡ଼ିଆ ଗ୍ରାମର ଚିତ୍ରସେନ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖବରପାଇ ବୁଧବାର...

Jammu Kashmir Terror Attack: ଚିହ୍ନଟ ହେଲେ ଆତଙ୍କବାଦୀ, ଏବେ ଏୟାରଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଛି। ଏହି ସନ୍ଦିଗ୍ଧମାନଙ୍କୁ ଆସିଫ ଫୁଜି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image