ମହାକାଳପଡ଼ାରୁ ନନ୍ଦନକାନନ ଆସିଲା ଥଣ୍ଟିିଆ କୁମ୍ଭୀର

ବାରଙ୍ଗ,୩୦ା୮(ଡି.ଏନ୍‌.ଏ.): ନନ୍ଦନକାନନକୁ ରବିବାର ରାତିରେ ଏକ ଥଣ୍ଟିଆ କୁମ୍ଭୀର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରୁ ଉଦ୍ଧାର ହୋଇ ଆସଛି। ସାମଯୋରି ଗ୍ରାମର କେତେଜଣ ଯୁବକ ପାଇକା ନଦୀକୁ ମାଛ ମାରିବାକୁ ଯାଇଥିବାବେଳେ ୩ଫୁଟ ଲମ୍ବର ଏକ ଥଣ୍ଟିିଆ କୁମ୍ଭୀର ଜାଲରେ ପଡିଥିଲା। ଖବରପାଇ କେନ୍ଦ୍ରାପଡା ବନବିଭାଗ କର୍ମଚାରୀମାନେ ପହଞ୍ଚି ଯୁବକଙ୍କଠାରୁ କୁମ୍ଭୀରକୁ ଆଣି ନନ୍ଦନକାନନରେ ଛାଡିଥିଲେ।

Share