ବିବାହର ୪ ବର୍ଷପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡର ହ୍ୟାଣ୍ଡସମ ହିରୋ ଥିବା ପ୍ରିୟାଂଶୁ ଚାଟାର୍ଜୀ ୨୦୦୧ରେ ‘ତୁମ ବିନ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସୁପରହିଟ ଥିଲା। ନିର୍ମାତା ଏହି ଫିଲ୍ମରୁ ବହୁତ ଟଙ୍କା ରୋଜଗାର କରିଥିଲେ ଏବଂ ସେ ଏଥିରୁ ବହୁତ ନାଁ କମାଇ ଥିଲେ। ତେବେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ…
ସେ ୧୯୯୭ରେ ମଡେଲ ମଳିନୀ ଶର୍ମାଙ୍କୁ ବିବାହ କରିଥିଲେ କିନ୍ତୁ ଉଭୟଙ୍କ ମଧ୍ୟରେ ବିବାହ ବନ୍ଧନ ଅଧିକ ଦିନ ରହିପାରିଲା ନାହିଁ। ଚାରି ବର୍ଷ ବିବାହ ପରେ ୨୦୦୧ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ।

Share