ଏକଦା ମେଦବହୁଳତା ପାଇଁ ଏହି ଅଭିନେତାଙ୍କୁ ହେବାକୁ ପଡ଼ିଥିଲା ଟ୍ରୋଲ

ବଲିଉଡରେ ଅଭିନେତା ଫର୍‌ଦିନ ଖାନ ଆଜି ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ଏକ ଷ୍ଟାଇଲିସ ହିରୋ ଭାବରେ ବଲିଉଡରେ ପ୍ରବେଶ କରିଥିଲେ। ମାର୍ଚ୍ଚ ୮ ରେ, ଫର୍‌ଦିନ ତାଙ୍କର ୪୭ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଫିରୋଜ ଖାନଙ୍କ ପୁଅ। ତାଙ୍କ ବାପା ତାଙ୍କୁ ବଲିଉଡରେ ଲଞ୍ଚ କରିଥିଲେ। ଯଦିଓ ଫର୍‌ଦିନ ସେହି ସଫଳତା ହାସଲ କରିପାରି ନଥିଲେ ।
ଗତ କିଛିବର୍ଷ ମଧ୍ୟରେ, ଫର୍‌ଦିନ ଖାନ ମେଦବହୁଳତାକୁ ନେଇ ଚର୍ଚ୍ଚାରେଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ପରେ ତାଙ୍କର ଲୁକ ବଦଳି ଯାଇଥିଲା ।

Share