ଏହି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ ହେଉଛି ଭାଇରାଲ: ପ୍ରଶଂସକ କହିଲେ ଏମିତି

ଟିଭି ପରଦାର ସବୁଠୁ ହିଟ ଶୋ ‘ନାଗିନର’ରେ ଅଭିନୟ କରୁଥିବା ଅଭିନେତ୍ରୀ ସୁରଭୀ ଜ୍ୟୋତି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି। ସୁରଭୀ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ପ୍ରଶଂସକଙ୍କ ଲାଗି ଆକର୍ଷଣୀୟ ପୋଷ୍ଟ ଶେୟାର କରିଥାନ୍ତିି। ବର୍ତ୍ତମାନ ସେ ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି। ତାଙ୍କର ଆନେଗୁଡ଼ିଏ ବୋଲ୍ଡ ଫଟୋ ଏବେ ଭାଇରାଲ ହେଉଛି।

ଏହି ଫଟୋରେ ସୁରଭୀ ଗୋଲାପୀ ରଙ୍ଗର କ୍ରପ ଟପ ଏବଂ ନୀଳ ଜିନ୍ସରେ ନଜର ଆସିଛନ୍ତି। ଏହି ଷ୍ଟାଇଲିଷ୍ଟ ପୋଷାକରେ ସେ ଏକ ଭିନ୍ନ ଶୈଳୀରେ ହଟ୍‌ ପୋଜ ଦେଉଥିବା ଦେଖିବାକୁ ମିଳିଛି।
ପ୍ରଶଂସକମାନେ ଏହାକୁ ପସନ୍ଦ କରୁଛନ୍ତି। ଜଣେ କମେଣ୍ଟ ଦେଇ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ବୋଲି ଲେଖିଛନ୍ତି।

Share