ସଲମାନଙ୍କୁ ପ୍ରଶଂସା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେଇଛନ୍ତି। ସେମାନଙ୍କ କ୍ୟାରିୟର ଗଢ଼ିବାରେ ସଲମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜରିନ ଖାନ୍‌ ଅନ୍ୟତମ। ଆଜି ଅର୍ଥାତ୍‌ ମେ’ ୧୪ରେ ଜରିନ୍‌ଙ୍କ ଜନ୍ମଦିନ। ସେ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଯେବେ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ, ତାଙ୍କୁ ସଲମାନ ହିଁ ସୁଯୋଗ ଦେଇଥିଲେ ବୋଲି ଜରିନ୍‌ କହିଛନ୍ତି।

ଏକ ସାକ୍ଷାତକାରରେ ଜରିନ ସଲମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଫିଲ୍ମ ଜଗତରେ ତାଙ୍କର ଯାତ୍ରା ଏକ ରୋଲର କୋଷ୍ଟର ଭଳି ହୋଇଛି। ସେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯିଏକି ଏହି ଇଣ୍ଡଷ୍ଟ୍ରିରେ ଆସିବାର ସ୍ବପ୍ନ ଦେଖି ନ ଥିଲେ; କିନ୍ତୁ ସଲମାନଙ୍କ ଯୋଗୁ ସେ ବଲିଉଡ୍‌କୁ ଆସିଥିଲେ। ଏହି ସମସ୍ତ ଶ୍ରେୟ ସେ ସଲମାନଙ୍କୁ ଦେଇଛନ୍ତି। କାରଣ ସେ ତାଙ୍କୁ ଏକ ସୁଯୋଗ ଦେଇଥିଲେ। ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ, ସେ ଏଠାରୁ ବହୁତ କିଛି ଶିଖିଲେ ଏବଂ ବର୍ତ୍ତମାନ ମଧ୍ୟ ଶିଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ୍‌ରେ ୟୁଜଭେନ୍ଦ୍ର ଚହଲଙ୍କ ସହ ଫଟୋ ପୁନଃସ୍ଥାପିତ କଲେ ଧନଶ୍ରୀ ବର୍ମା

ନୂଆଦିଲ୍ଲୀ, ୧୧।୩: କୋରିଓଗ୍ରାଫର ଏବଂ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ଧନଶ୍ରୀ ବର୍ମା ସୋମବାର ଦିନ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ବିଚ୍ଛିନ୍ନ ସ୍ୱାମୀ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ...

ମହିଳାମାନଙ୍କୁ ଦୋଷ ଦେବା ଏକ ଫ୍ୟାଶନ ହୋଇଗଲାଣି: ଅନ୍ୟ ଯୁବତୀଙ୍କ ସହ ସ୍ବାମୀଙ୍କ ଫଟୋ ଭାଇରାଲ ପରେ ରାଗିଲେ ଧନଶ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳି ୟୁଜଭେନ୍ଦ୍ର ଚହଲ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ...

ସ୍ତ୍ରୀଙ୍କୁ ଦେଖି ରଣବୀରଙ୍କ ହୋଶ୍‌ ଉଡିଲା: କହିଲେ, ହେ ଭଗବାନ…

ବଲିଉଡ୍‌ ଫେମ୍‌ ଦୀପିକା ପାଦୁକୋଣ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ପ୍ୟାରିସରେ ଏକ ଫରାସୀ ଲଗଜରୀ ବ୍ରାଣ୍ଡର ହାଉସ ଆମ୍ବାସାଡର ଭାବରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।...

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିଲେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା...

Photo: ବିକିନିରେ ଅନନ୍ୟା ପାଣ୍ଡେଙ୍କ କିଲର ଲୁକ୍, ବେଳାଭୂମିରେ କଲେ ମସ୍ତି…

ମୁମ୍ବାଇ: ବଲିଉଡର ସୁନ୍ଦରୀ ଡିଭା ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ଜୀବନର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି। ଅଭିନେତ୍ରୀ ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଉପଭୋଗ କରୁଛନ୍ତି।...

IIFA ଆଓ୍ବାର୍ଡରେ ସେରିମନିରେ ରେଖାଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଅଭିନେତ୍ରୀ କିସ୍‌ କରି କହିଲେ…

ମୁମ୍ବାଇ: ରବିବାର ଜୟପୁରରେ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (IIFA) ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (JECC)ରେ ଅନୁଷ୍ଠିତ...

ଲାପତା ଲେଡିଜ୍’ର ୧୭ ବର୍ଷୀୟା ନାୟିକା ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମଞ୍ଚରେ କହିଲେ ବଡ଼ କଥା

ଜୟପୁର,୧୦।୩: ୨୦୨୫ ମସିହାର IIFA ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ (ମହିଳା) ଘୋଷଣା ସମୟରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ବର୍ତ୍ତମାନ ପିଢ଼ିର ତିନି ଜଣ ସବୁଠାରୁ ଲୋକପ୍ରିୟ...

ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ

ମୁମ୍ବାଇ: ବଲିଉଡ୍‌ରେ ଖୁବ୍‌ଶୀଘ୍ର ଆଉ ଜଣେ ଷ୍ଟାର୍‌କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri