ସୋସିଆଲ ମିଡିଆରେ ହଟ୍‌ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅଭିନୟଠାରୁ ଏବେ ବେଶି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଏବେ ସେ ତାଙ୍କର କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ପୂରା ହଟ୍‌ ଦିଶୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ଅଙ୍କିତା ଏକ ଧଳାରଙ୍ଗର ଲମ୍ବା ଗାଉନ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋ ଦେଖି ପ୍ରଶଂସକମାନଙ୍କ ହୋସ୍‌ ଉଡ଼ିଯାଉଛି। ଫଟୋରେ ଅଙ୍କିତା କେଶକୁ ବେଶ୍‌ ଷ୍ଟାଇଲିଶ ଲୁକ୍‌ ଦେଇଛନ୍ତି। ଡିପ୍‌ ନେକ୍‌ ଡ୍ରେସ୍‌ରେ ଅଙ୍କିତା ସବୁଠୁ ହଟ୍‌ ଦିଶୁଛନ୍ତି।

ଅଙ୍କିତା ଟିଭି ସିରିୟଲ ‘ପବିତ୍ର ରିସ୍ତା’ରୁ ଘରେ ଘରେ ପରିଚିତି ଲାଭ କରିଛନ୍ତି।

Share