ସ୍ବାମୀଙ୍କ ସହ ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘କାଣ୍ଟା ଲଗା’ ଗର୍ଲ ଭାବରେ ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶେଫାଳି ଜରିଓ୍ବାଲା ନିଜର ସାହସିକତା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ବର୍ତ୍ତମାନ ଶେଫାଳି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ସ୍ବାମୀଙ୍କ ସହ ଅନେକ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସ୍ବାମୀ ଚିରାଗ ତ୍ୟାଗୀଙ୍କ ସହିତ ଶେଫାଳି ପୁଲ୍‌ରେ ଗାଧୋଉଥିବା ନଜର ଆସିଛନ୍ତି।
ଖାଲି ଏତିକି ନୁହେଁ, ସେ ତାଙ୍କ ସ୍ବାମୀ ଚିରାଗଙ୍କ କାନ୍ଧରେ ବସି ମଧ୍ୟ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଦୁଇଜଣଙ୍କ ମଧ୍ୟରେ ସୁନ୍ଦର କେମିଷ୍ଟ୍ରିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି।

Share