ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ, ମୂଲ୍ୟ ଜାଣିଲେ…

ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରେଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ ଅନ୍ୟତମ। ଯେଉଁଥିରେ ଝିଅ ପୁଅ ହାତରେ ଓ ପୁଅ ଝିଅ ହାତରେ ମୁଦି ଟିଏ ପିନ୍ଧାଇଥାନ୍ତି। ଏହି ପରମ୍ପରାରୁ ବାଦ୍‌ ପଡି ନ ଥିଲେ ବିରୁଷ୍କା। ତେବେ ଅନୁଷ୍କା ତାଙ୍କ ନିର୍ବନ୍ଧରେ ପ୍ରାୟ ୧ କୋଟି ଟଙ୍କାର ମୁଦି ପିନ୍ଧିଥିଲେ। ଡିସେମ୍ବର ୧୭ରେ ଏହି ଯୋଡ଼ି ବିବାହ କରିଥିଲେ। ଏହି ରିଙ୍ଗକୁ ତାଙ୍କ ପାଇଁ ବିରାଟ ନିଜେ ବାଛିଦେଇଥିଲେ।

Share