‘ୟାସ୍‌’କୁ ନେଇ ପ୍ରଶାସନ ତତ୍ପର: ବାଲେଶ୍ୱରରେ ଏସ୍‌ଆର୍‌ସି

ବାଲେଶ୍ୱର ଅଫିସ, ୨୩।୫: ୟାସ୍‌’କୁ ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ବାଲେଶ୍ୱର ଜିଲା ଆହ୍ବାନ ଗୃହରେ ଏସ୍‌ଆରସି ପ୍ରଦୀପ କୁମାର ଜେନା ବାତ୍ୟା ୟାସ ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା ଓ ସମୀକ୍ଷା କରୁଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ସହ ସମସ୍ତ ବ୍ୟବସ୍ଥା ହୋଇଛି। ଜିଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି।