ସିଂହ ଏବଂ ବାଘଙ୍କ କଥା ଉଠିଲେ ଅଧିକାଂଶ ଲୋକ ଏହା କହନ୍ତି ସେମାନେ ଭୟଙ୍କର ପଶୁ। ଯେଉଁମାନେ ସର୍ବଦା ଶିକାର କରନ୍ତି। ମାତ୍ର ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଦ୍ୱାରା ଟୁଇଟରରେ ଶେୟାର ହୋଇଥିବା ଏକ ଭିଡିଓ ସେହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛି। ନନ୍ଦଙ୍କ ଦ୍ୱାରା ଶେୟାର ହୋଇଥିବା ଆକର୍ଷଣୀୟ ଭିଡିଓରେ ସିଂହ ପୋଖରୀରେ ଏକ ବତକକୁ ସ୍ନେହରେ ଦେଖୁଛି। ପୋଖରୀର ଶେଷ ଭାଗରେ ପହଞ୍ଚିଥିବା ବତକକୁ ସିଂହ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି ।
How many of you had thought that such large carnivores has a soft heart?
They are wild. But not savages. Respect & adore them. They kill to survive & only when provoked. pic.twitter.com/RwoJ1z1Hjc
— Susanta Nanda (@susantananda3) March 25, 2021
ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।