Categories: Video

The apostle of non-violence | ଅହିଂସାର ପୂଜାରୀ

Mahatma Gandhi needs no introduction. The pioneer of Indian Independence Movement led the way for his followers through his life-long commitment to truthfulness and non-violence. His was a voice that not only inspired millions of Indians, but also the oppressed around the globe – whether it was a native South African or an African American. His is a legacy that has stood the test of time over generations. Let’s know more about the man on his 150th birth anniversary. ମ

ହାତ୍ମା ଗାନ୍ଧୀ ଜାତିର ପିତା । ଅହିଂସା ଥିଲା ତାଙ୍କର ଅସ୍ତ୍ର । ସେ ହିଁ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଭଗୀରଥ । ଦେଶର ଅମୂଲ୍ୟ ରତ୍ନ । ଯୁଗସ୍ରଷ୍ଟା ଭାବେ ତାଙ୍କ ବିଚାର ଓ ଆଦର୍ଶ ଲାଗି କେବଳ ଦେଶ ନୁହେଁ ବାହାରେ ବି ସେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସେହି ଜାତିର ଜନକଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କ ବିଷୟରେ ଆସନ୍ତୁ ଜାଣିବା ଅଧିକ କିଛି..