ଭୁବନେଶ୍ୱର କୋର୍ଟ ୭ ଦିନ ପର୍ଯ୍ୟନ୍ତ ହେଲା ସିଲ୍‌

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏପରିକି ସରକାରୀ କାର୍ଯ୍ୟାଳୟରେ ମଧ୍ୟ କରୋନାର ପ୍ରଭାବ ପଡିଛି। ବିଭିନ୍ନ କର୍ମଚାରୀ କରୋନରେ ଆକ୍ରାନ୍ତ ଯୋଗୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍‌ କରିଛି ବିଏମ୍‌ସି। ଫଳରେ ଆଜିଠୁ ମେ’ ୫ ପର୍ଯ୍ୟନ୍ତ ଜୁଡିସିଆଲ୍‌ କପ୍ଲେକ୍ସ ବନ୍ଦ ରହିବ ବୋଲି ଜଣାପଡିଛି। ଜୁଡିସିଆଲ୍‌ କପ୍ଲେକ୍ସରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ଏହି ପଦକ୍ଷେପ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଉପରାଷ୍ଟ୍ରପତି JD Vance ବୁଲିଲେ ତାଜମହଲ, ଫଟୋ ଦେଖି କମେଣ୍ଟ କଲେ Musk

ଓ୍ବାଶିଂଟନ,୨୬।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପତ୍ନୀ ଉଷା ଭାନ୍ସ ଏବଂ ତିନି ପିଲାଙ୍କ ସହିତ ସମ୍ପ୍ରତି ଚାରି ଦିନିଆ ଭାରତ ଗସ୍ତରେ ଆସିଥିଲେ।...

ଛପରଫାଡିକି ଦେଲେ ଭଗବାନ୍‌ : ଆଖି ଖୋଲୁଖୋଲୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଥାର୍‌

ଖୋର୍ଦ୍ଧା ,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର। ଏପରି ପୁଣି ଏକ...

ପହଲଗାମ ଘଟଣା ପରେ ଇସଲାମ ଧର୍ମ ଛାଡିଲେ ଶିକ୍ଷକ, କହିଲେ କେବଳ ମଣିଷ ଭାବେ ବଞ୍ଚିବାକୁ ଚାହୁଁଛି

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ହମଲା ପରେ ପଶ୍ଚିମବଙ୍ଗର ଶିକ୍ଷକ ଇସଲାମ ତ୍ୟାଗ କରିଛନ୍ତି। ପଶ୍ଚିମବଙ୍ଗର ବାଦୁରିଆର ଜଣେ ଶିକ୍ଷକ ସାବିର ହୁସେନ ଜମ୍ମୁ ଓ କଶ୍ମୀରର...

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ ବରିଷ୍ଠ IPS ଅଫିସର; ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର,୨୬।୪: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ବିଏସ୍‌ଏଫ୍‌ ଆଇଜି ଭାବେ ଆଇପିଏସ୍‌ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍‌ ଅଫିସର...

ଧମକ ଦେଉ ଦେଉ ପଛକୁ ହଟିଗଲା ପାକିସ୍ତାନ! ଶହବାଜ ସରିଫ କହିଲେ ପହଲଗାମ ଆକ୍ରମଣର ଯାଞ୍ଚ ପାଇଁ PAK ପ୍ରସ୍ତୁତ

ଇସଲାମାବାଦ,୨୬।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଶନିବାର (୨୬ ଏପ୍ରିଲ) କହିଛନ୍ତି ଯେ କଶ୍ମୀରର ପହଲଗାମରେ ୨୬ ଜଣଙ୍କ ହତ୍ୟା ଘଟଣାର ଯେକୌଣସି ‘ନିରପେକ୍ଷ ଏବଂ...

ପାକିସ୍ତାନ ଦେଲା ଏତେବଡ଼ ଧମକ, ବେକ କାଟିଦେବୁ…

ଇସଲାମବାଦ,୨୬।୪: ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନ...

Tahawwur Rana: ଚମକାଇ ଦେଉଛି ତହଉର ରାଣାଙ୍କ ବୟାନ, କହିଲେ ୨୬/୧୧ ସହ ମୋର କୌଣସି ସମ୍ପର୍କ ନାହିଁ

ନୂଆଦିଲ୍ଲୀ,୨୬।୪: ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ଜଣାଶୁଣା ତହଉର ହୁସେନ ରାଣା ମୁମ୍ବାଇ କ୍ରାଇମବ୍ରାଞ୍ଚ ଦ୍ୱାରା ପଚରାଉଚରା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି।...

ପୁଷ୍ପାଳନ ସେବକଙ୍କୁ ଚେତାବନୀ: ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ହେବେ ବାସନ୍ଦ

ପୁରୀ,୨୬।୪: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image