Posted inଜାତୀୟ

କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ। ଏହା ଘୋଷଣା କରି ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ଯେ ଆମେ ଇଣ୍ଡିଆ ମେଣ୍ଟ ସମାଜବାଦୀ ପାର୍ଟିର ସମସ୍ତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିବୁ।
ସେ କହିଛନ୍ତି ଯେ ଏହି ଦେଶର ସମ୍ବିଧାନ ତଥା ମୂଲ୍ୟବୋଧକୁ ବଞ୍ଚାଇବା ତଥା ଭାଜପାକୁ ପରାସ୍ତ କରିବା ପାଇଁ ଜନସାଧାରଣଙ୍କ ସ୍ବାର୍ଥରେ ଏହି ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦାନା’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ନିଖୋଜ ହେଲେ ୧୬ ମତ୍ସଜୀବୀ

କୋଲକାତା,୨୪।୧୦: ବାତ୍ୟା ‘ଦାନା’ ଆସିବା ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଶମଶେରଗଞ୍ଜ ଏବଂ ଫରକ୍କା ଅଞ୍ଚଳରେ ପବନ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।...

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା: ଏହି ଦିନ ସମ୍ଭାଳିବେ ପଦ

ନୂଆଦିଲ୍ଲୀ, ୨୪।୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ତାଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି...

ଶରଦ ପାଓ୍ବାରଙ୍କ ଦଳ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଅଜିତଙ୍କ ସହ ଲଢିବାକୁ କାହାକୁ ମିଳିଲା ଟିକେଟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶରଦ ପାୱାରଙ୍କ ଦଳ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁରୁବାର ଦଳ ପକ୍ଷରୁ ଦିଆଯାଇଥିବା ଘୋଷଣା ଅନୁଯାୟୀ...

ଖୁସି ହେଲେ ସରକାରୀ କର୍ମଚାରୀ, ୫୩ ପ୍ରତିଶତ ବଢିଲା DA

ଜୟପୁର,୨୪।୧୦: ଦୀପାବଳି ଏବଂ ଛଟ ପୂଜା ଭଳି ବଡ଼ ପର୍ବ ପାଖେଇ ଆସିଛି। ଏହି ସମୟରେ ପ୍ରତ୍ୟେକ ଘର ଆଜିକାଲି ପର୍ବ ପାଇଁ ପ୍ରସ୍ତୁତି ହେବାରେ...

ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ, ବଦଳିଯିବ ଗତିପଥ! ପଶ୍ଚିମବଙ୍ଗରେ ୧ଲକ୍ଷ ଲୋକଙ୍କୁ ନିଆଗଲା ସୁରକ୍ଷିତ ସ୍ଥାନ

କୋଲକାତା,୨୪।୧୦: ଘୂର୍ଣ୍ଣିବଳୟ ଦାନାର ବିପଦକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ବିଶେଷ ପ୍ରସ୍ତୁତି ଚଳାଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ...

ମା’, ଭଉଣୀଙ୍କ ବିରୋଧରେ କାହିଁକି କୋର୍ଟ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ଅମରାବତୀ,୨୪।୧୦: ସେପ୍ଟେମ୍ବର ୨୦୨୪ରେ ଜଗନ ମୋହନ ରେଡ୍ଡୀଙ୍କୁ ଲେଖିଥିବା ଏକ ପତ୍ରରେ ତାଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଲା ସେମାନଙ୍କ ପିତା ପିତା ଓ୍ବାଇଏସ୍‌ ରାଜଶେଖରା ରେଡ୍ଡୀ...

ପ୍ରିୟଙ୍କା-ନଭ୍ୟାଙ୍କ ମଧ୍ୟରେ କାହାର ରହିଛି ଅଧିକ ଶିକ୍ଷାଗତ ଯୋଗ୍ୟତା? ଦୁହିଁଙ୍କ ମଧ୍ୟରେ କଡା ଟକ୍କର

ଓ୍ବାୟନାଡ,୨୪।୧୦: ୱାୟାନାଡ ଲୋକ ସଭା ଉପ-ନିର୍ବାଚନରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ବିପକ୍ଷରେ ଭାଜପା ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୧୩ରେ ଏହି ଆସନରେ...

ଶରଦ ପାୱାରଙ୍କୁ ଝଟ୍‌କା ଦେଲେ ସୁପ୍ରିମକୋର୍ଟ: ଅଜିତଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଅଜିତ ପାୱାରଙ୍କୁ ଘଣ୍ଟା ନିର୍ବାଚନ ପ୍ରତୀକ ବ୍ୟବହାର ନ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri