Posted inଜାତୀୟ

ସାମ୍ବାଦିକଙ୍କୁ ମାଡ଼ ମାରି ପରିସ୍ରା ପିଇବାକୁ ଦେଲେ ଭାଜପା ନେତା, ଅଖିଳେଶ ଯାଦବ କହିଲେ ମିଡିଆର ମନୋବଳକୁ…

ଲକ୍ଷ୍ନୌ,୩ା୧୧: ଉତ୍ତରପ୍ରଦେଶର ହମିରପୁରରେ ଦୁଇ ସାମ୍ବାଦିକଙ୍କୁ ଉଲଗ୍ନ କରି ପିଟାଯିବା ପରେ ପରିସ୍ରା ପିଆଇବା ପରି ମାମଲା ସାମ୍ନାକୁ ଆସିଛି। ସାମ୍ବାଦିକମାନେ ଭାଜପା ନଗର ପଞ୍ଚାୟତ ଅଧ୍ୟକ୍ଷ ପଓ୍ବନ ଅନୁରାଗୀଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିକୁ ପ୍ରକାଶ କରିଥିବାରୁ ପରେ ଭାଜପା ନେତା ଏହି ଉଭୟ ସାମ୍ବାଦିକଙ୍କୁ ଏପରି ଦଣ୍ଡ ଦେଇଛନ୍ତି। ବର୍ତ୍ତମାନ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଅଖିଳେଶ କହିଛନ୍ତି,‘ସାମ୍ବାଦିକଙ୍କ ହତ୍ୟା, ସାମ୍ବାଦିକଙ୍କ ଉପରେ ଚାପ ପକାଇବା, ସାମ୍ବାଦିକଙ୍କୁ ବାନ୍ଧିବା, ସାମ୍ବାଦିକଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ କରିବା, ସାମ୍ବାଦିକମାନଙ୍କୁ ହତ୍ୟା କରି ସାମ୍ବାଦିକମାନଙ୍କୁ ପରିସ୍ରା ପିଆଇବା ଭାଜପା ଶାସନ ଅଧୀନରେ ଗଣମାଧ୍ୟମର ମନୋବଳକୁ ଏନ୍‌କାଉଣ୍ଟର କରାଯାଉଛି। ଆଜି ଗଣମାଧ୍ୟମ କହିଛି, ଭାଜପାର ଆଉ ଆବଶ୍ୟକତା ନାହିଁ।

ଉତ୍ତରପ୍ରଦେଶ କଂଗ୍ରେସ କହିଛି, ‘ହମିରପୁରର ଦୁଇ ସାମ୍ବାଦିକ ପଓ୍ବନଙ୍କ ଦ୍ୱାରା ନଗର ପଞ୍ଚାୟତରେ ହୋଇଥିବା ଦୁର୍ନୀତି ବିଷୟରେ ପ୍ରକାଶ କରିଥିଲେ। ଏହି କଥା ତାଙ୍କୁ ଏତେ ଅସନ୍ତୁଷ୍ଟ କରିଥିଲା ଯେ, ସେ ସାମ୍ବାଦିକ ଅମିତ ଦ୍ୱିବେଦୀ ଏବଂ ଶୈଳେନ୍ଦ୍ର ମିଶ୍ରଙ୍କୁ ତାଲିବାନ ପରି ଦଣ୍ଡ ଦେଇଥିଳେ।

କଂଗ୍ରେସ ଆହୁରି କହିଛି, ‘ପୀଡ଼ିତମାନେ କହିଥିଲେ, ସେମାନଙ୍କୁ ଉଲଗ୍ନ କରି ପ୍ରବଳ ମାଡ଼ ଦିଆଗଲା, ପରିସ୍ରା ପିଇବାକୁ ଦିଆଗଲା, ପୋଲିସ ନିକଟରେ ଅଭିଯୋଗ ନ କରିବାକୁ ଧମକ ଦିଆଗଲା ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ କରାଗଲା। ଶାସକ ଦଳର ଚାପରେ ଏହି ସାମ୍ବାଦିକମାନଙ୍କ ବିରୋଧରେ ଏକ ମାମଲା ମଧ୍ୟ ଦାୟର କରାଯାଇଥିଲା।

ସେ କହିଛନ୍ତି, ‘ଭାଜପା ସମ୍ବିଧାନକୁ ରଦ୍ଦ କରିବାକୁ ଚାହୁଁଛି କି ଏହା ତାଲିବାନୀ ମନୋଭାବ ସହିତ ଶାସନ କରିପାରିବ? ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବା ପାଇଁ ସରକାର ଏହାର ସଂରକ୍ଷିତ ଗୁଣ୍ଡାମାନଙ୍କ ମାଧ୍ୟମରେ ସେମାନଙ୍କ ଉପରେ ଘାତକ ଆକ୍ରମଣ କରୁଛନ୍ତି। ଏସବୁ ସତ୍ତ୍ୱେ ରାଜ୍ୟ ମୁଖ୍ୟଙ୍କ ନୀରବତା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ, ସେ ଏସବୁକୁ ନେଇ ସହମତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri