ବଟାନିକାଲ୍‌ ଗାର୍ଡେନରେ ଲାଗିଲା ନିଆଁ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ନନ୍ଦନକାନନ ନିକଟ ବଟାନିକାଲ୍‌ ଗାର୍ଡେନର ଜଙ୍ଗଲିଆ ଅଞ୍ଚଳରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ପାଇ ବାରଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ୨ଟି ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ତେବେ ଭୋଜି ଚାଲିଥିବା ବେଳେ ନିଆଁ ଲାଗିଥିବାଆଶଙ୍କା କରାଯାଉଛି।

Share