Advertisement

ବାହାଘର ବେଳେ ବର କନ୍ୟା ପରିବାର ମାଡ଼ପିଟ୍‌: ଘୋଷଡ଼ାଟଣା ପରେ…

ରାଉରକେଲା,୯ା୨(ସଙ୍ଗୀତା ଜେନା) ସେକ୍ଟର-୨ କମ୍ୟୁନିଟି ସେଣ୍ଟରରେ ବାସନ୍ତୀ କଲୋନୀର ବିକାଶ ପ୍ରସାଦଙ୍କ ସହ ଜଗଦା ଅଞ୍ଚଳର ସୁଭାସିନୀ ସିଂହଙ୍କ ବିବାହ ଗତ ୬ତାରିଖରେ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ବିବାହ ଭୋଜି ବାସନ୍ତୀ କଲୋନୀ ଅତିଥି ଭବନରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ହେଲେ କୌଣସି ଘଟଣାକୁ କେନ୍ଦ୍ର କରି ବରକନ୍ୟାଙ୍କ ଅଭିଭାବକଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ପରେ ମାରପିଟ୍‌ ହୋଇଥିଲା। ଉଭୟ ପକ୍ଷ ରକ୍ତାକ୍ତ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ଥାନା ପକ୍ଷରୁ ଏକ ମାମଲା ( ନଂ.୧୧୮/୨୪) ରୁଜୁ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share