ପୁରୀ ଅଫିସ,୨୪ା୪: ସୋମବାରଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିବା ବେଳେ ଆଜିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ମହାରଣା ସେବକ ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ କରିଛନ୍ତି। ରଥ ଚକ ପାଇଁ ଆଜି ତୁମ୍ଭ ନିର୍ମାଣ ଚାଲିଛି।