ପାଣିକୁଣ୍ଡରେ ପଡ଼ି ଶିଶୁର ଜୀବନଗଲା

ବାଲେଶ୍ୱର ଅଫିସ,୧୮ା୮: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ବେଗୁନିଆ ଗ୍ରାମର ଗୋବିନ୍ଦ ସିଂଙ୍କ ୪ ବର୍ଷର ଶିଶୁପୁତ୍ର ଖେଳୁଥିବା ବେଳେ ଘର ଆଗରେ ଥିବା ପାଣି କୁଣ୍ଡରେ ପଡ଼ିଯାଇଥିଲେ। କିଛି ସମୟ ପରେ ପରିବାର ଲୋକେ ଦେଖି ଶିଶୁପୁତ୍ରଙ୍କୁ ନୀଳଗିରି ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

Share