ଧାମନଗର,୩ା୯(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀର ବାମପାଶର୍ବ ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ନଦୀ ଗର୍ଭକୁ ଧସିଯାଇଛି।
ସୂଚନାଥାଉକି, ୪ ବର୍ଷ ତଳେ ଉକ୍ତ ସ୍ଥାନରେ ବନ୍ଧ ଭାଙ୍ଗି ବହୁ କ୍ଷୟକ୍ଷତି ହୋଇଥିଲା। ସେହି ସ୍ଥାନରେ ବନ୍ଧ ଧସିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।