Categories: ଜାତୀୟ

ପ୍ରଧାନ ମନ୍ତ୍ରୀଙ୍କ ପୁଡୁଚେରୀ ଗସ୍ତକୁ ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ବୋଲି ବୁଧବାର ଏକ ପ୍ରେସ ବିବୃତିରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ବାମୀ ଏବଂ ତାଙ୍କର ମନ୍ତ୍ରୀ, ନେତା ଏବଂ ଦଳର କର୍ମୀମାନେ ଯୋଗ ଦେବେ। ଭି.ନାରାୟଣଙ୍କ ନେତୃତ୍ୱାଧୀନ ସରକାରର ପତନ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି କଂଗ୍ରେସ।

Share