ଚିତ୍ରକୋଣ୍ଡା,୨୫।୮(ଡି.ଏନ୍.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସହର ତଥା କଲୋନୀରେ ଗଯାଇଛି।ତଯାଇଛି। ଜୁଲାଇ ଶେଷ ସପ୍ତାହରୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିଲା। ତେବେ ଦୀର୍ଘ ଦିନ ପରେ ମଙ୍ଗଳବାର ସହରରୁ କଣ୍ଟେନମେଣ୍ଟ ହଟାଯାଇଛି। ତେବେ ସହରରେ ସକାଳ ୭ରୁ ଦୋକାନ ଖୋଲି ମାଧ୍ୟାହ୍ନ ୨ଟାରେ ବନ୍ଦ ହେବ। କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ହଟାଯାଇଛି।