ଟଙ୍କା ନ ମିଳିବାରୁ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର

ଚାନ୍ଦବାଲି,୧୮ା୧(ଅଶୋକ କୁମାର ପଣ୍ଡା): ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଥିବାବେଳେ ସ୍କୁଲରେ ତାଲା ପକାଇଛନ୍ତି ଠିକାଦାର। ୫-ଟି ସ୍କୁଲରେ କାମ କରିଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ସେ ସ୍କୁଲରେ ତାଲା ପକାଇଥିବା କହିଛନ୍ତି ଶିକ୍ଷକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମରା ନିକଟ ଜାଗୁଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ। ପରୀକ୍ଷା ସମୟ ହୋଇଯାଇଥିଲେ ମଧ୍ୟ ପିଲାମାନେ ସ୍କୁଲ ଯାଇ ନ ପାରି ସ୍କୁଲ ଗେଟ୍‌ ଆଗରେ ବସିରହିଥିବା ଦେଖିବାକୁ ମିଳିଛି।

Share