କରୋନା ତୃତୀୟ ଲହର ପାଇଁ ତତ୍ପର ଜିଲା ପ୍ରଶାସନ

ଗଞ୍ଜାମ,୧।୧୨(ଡି.ଏନ୍‌.ଏ.): କରାନା ମହାମାରୀ ୨ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଚିନ୍ତା ବଢ଼ାଇ ଥିବା ବେଳେ ପୁଣି ତୃତୀୟ ଲହର ଚିନ୍ତା ବଢ଼ାଇଛି । ଏହା ଅଧିକରୁ ଅଧିକ ଭୟଙ୍କର ରୂପ ନେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖୁଥିବା ବେଳେ ତତ୍ପର ହୋଇ ଉଠିଛି ଜିଲା ପ୍ରଶାସନ। ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଡାକାବାଜି ଯନ୍ତ୍ରଦ୍ୱାରା ସମସ୍ତ ଜନସାଧାରଣ ଓ ବ୍ୟବସାୟୀଙ୍କୁ ମାସ୍କ ପିନ୍ଧିବା ଓ ଦୋକାନ ଆଗରେ ବ୍ୟାରିକେଟ୍‌ କରିବା ପାଇଁ ସଚେତନ କରୁଛିନ୍ତି।

Share