ଏମ୍‌ଜିଏନ୍‌ଆରଜିଏସରେ ୧୦୦ ଦିନ କାମ ଯୋଗାଇ ଦେଶରେ ଏହି ଜିଲା ପ୍ରଥମ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏ୍‌ନଆରଜିଏସ୍‌)ରେଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଜବକାର୍ଡଧାରୀ ପରିବାରକୁ ଶହେ ଦିନ କାମ ଯୋଗାଇବାରେ ଦେଶରେ ଗଞ୍ଜାମ ଜିଲା ପ୍ରଥମ ସ୍ଥାନରେ ରହିଛି। ବିଗତ ବର୍ଷ ମାନଙ୍କରେ ମଧ୍ୟ ଏହି ଯୋଜନାରେ ସଫଳତା ପାଇ ଗଞ୍ଜାମ ଜିଲା ଦେଶ ଓ ରାଜ୍ୟରେ ପୁରସ୍କୃତ ହୋଇଛି।

Share