Posted inଫୁରସତ

ଦିନକୁ ୩ ଥର ରଙ୍ଗ ବଦଳାଉଛି ଫୁଲ

ନୂଆଦିଲ୍ଲୀ: ପ୍ରକୃତିର କୋଳରେ ଅନେକ ଚମତ୍କାରୀ ଉଦ୍ଭିଦ ରହିଥାନ୍ତି। ଏହିପରି ଏକ ନିଆରା ଉଦ୍ଭିଦ ହେଉଛି ହିବିସ୍‌ସ୍କସ୍‌ ମୁଟାବିଲିସ୍‌। ଏହାକୁ ପୃଥିବୀର ପଦ୍ମ ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ପଦ୍ମ ଫୁଲ ପାଣିରେ ଫୁଟିଥାଏ, କିନ୍ତୁ ଏହି ବିଶେଷ ପ୍ରକାରର ପଦ୍ମ ଫୁଲ ଗଛ ମାଟିରେ ବଢ଼ିଥାଏ। ଏହି ଉଦ୍ଭିଦର ଏକ ଅନନ୍ୟ ବୈଶିଷ୍ଟ୍ୟ ରହିଛି। ଏହାର ଫୁଲ ଦୈନିକ ୩ ଥର ରଙ୍ଗ ବଦଳାଇଥାଏ। ଏହାର ରଙ୍ଗ ସକାଳେ ଧଳା, ଅପରାହ୍ନରେ ଗୋଲାପୀ ଏବଂ ସାରେ ଗାଢ଼ ଲାଲ ହୋଇଯାଇଥାଏ। ଉକ୍ତ ଚମତ୍କାର ରଙ୍ଗ ପରିବର୍ତ୍ତନ ବୈଶିଷ୍ଟ୍ୟ ହେତୁ, ଭାରତରେ ମଧ୍ୟ ଏହି ଫୁଲ ଗଛ ବେଶ୍‌ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଲୋକମାନେ ଏହାକୁ ଅନଲାଇନ୍‌ କିମ୍ବା ସ୍ଥାନୀୟ ନର୍ସରୀରୁ ଅଧିକ ମାତ୍ରାରେ ଅର୍ଡର କରି ନିଜ ବଗିଚାରେ ଲଗାଇବାକୁ ଆରମ୍ଭ କରିଛନ୍ତି।
ହିବିସସ୍କସ୍‌ ମୁଟାବିଲିସ୍‌ ପ୍ରଜାତି ଉଦ୍ଭିଦର ଫୁଲଗୁଡ଼ିକ ସକାଳେ ଧଳା ରଙ୍ଗର ହୋଇଯାଏ, ଯାହା ଶାନ୍ତି ଏବଂ ଶୁଦ୍ଧତାର ପ୍ରତୀକ ଅଟେ। ମଧ୍ୟାହ୍ନ ସୁଦ୍ଧା ଫୁଲର ରଙ୍ଗ ଗୋଲାପୀ ହୋଇଯାଇଥାଏ ଯାହା ପ୍ରେମ ଏବଂ କୋମଳତାକୁ ପ୍ରତିପାଦିତ କରିଥାଏ। ସା ପାଖେଇ ଆସିବା ପରେ ଏହି ଫୁଲର ରଙ୍ଗ ଗଭୀର ଲାଲ୍‌ ହୋଇଯାଏ ଯାହା ଶକ୍ତିର ପ୍ରତୀକ ହୋଇଥାଏ। ତେଣୁ ଲୋକମାନେ ଏହି ଫୁଲ ଗଛକୁ ନିଜ ବଗିଚାରେ ଲଗାଇବାକୁ ଚାହିଁଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୪୩ ସୁଦ୍ଧା ଏସବୁ ଦେଶରେ ହେବ…

ସୋଫିଆ,୨୮।୧୦: ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭବିଷ୍ୟବାଣୀ କରିଛନ୍ତି। ଏଥିମଧ୍ୟରୁ ଅନେକ ମିଥ୍ୟା ବୋଲି ପ୍ରମାଣିତ ହୋଇଥିବାବେଳେ କେତେକ ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହୋଇଛି।...

ଗାଁର ନାଁ ଦୀପାବଳି

ଶ୍ରୀକାକୁଲମ: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଆସୁଥିବା ଅମାବାସ୍ୟାକୁ ଦୀପାବଳି ଭାବେ ପାଳନ କରାଯାଇଥାଏ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ଗାର୍‌ ସବ୍‌ଡିଭିଜନ ଅନ୍ତର୍ଗତ ଦୀପାବଳି ନାମରେ ଏକ...

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri