ପୂର୍ବତନ ଉପବାଚସ୍ପତି ଗୁରୁତର

ମାଲକାନଗିରି,୩୦ା୬: ପୂର୍ବତନ ଉପ ବାଚସ୍ପତି ତଥା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ଦୋରା ମଙ୍ଗଳବାର ରାତିରେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନ ହେବ ସେ ପେଟରୋଗ ଓ ଶ୍ୱାସ ରୋଗରେ ପୀଡିତ ଥିଲେ। ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି।

Share