ଛତ୍ରପୁର ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯୧୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଡିିଓ ଅମ୍ବିକା ପ୍ରସାଦ ଦାଶଙ୍କୁ କାରଣ ଦର୍ଶାଅ ନୋଟିସ (ନଂ ୬୮୪୯) ଜାରି ହୋଇଛି। ସରକାରୀ କାର୍ଯ୍ୟରେ ଦାୟିତ୍ୱହୀନତା ଓ ଆଳସ୍ୟ ପରାୟଣ ମନୋଭାବ ଯୋଗୁ ତାଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ନୋଟିସ ଜାରି ହୋଇଥିବା ଜଣାପଡ଼ିଛି। ୭ଦିନ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Share