Categories: Video

ଶୂନ୍ୟରେ ଠିଆ ହୋଇଛି ଖମ୍ବ | The Hanging Pillar of Lepakshi Temple

ଉତ୍କୃଷ୍ଟ କଳା ଓ ସ୍ଥାପତ୍ୟର ଦେଶ ହେଉଛି ଭାରତ। ଯାହାର ପ୍ରତିଟି କୋଣରେ ରହିଛି ନିଖୁଣ କାରୁକାର୍ଯ୍ୟର ସମ୍ଭାର। ଦର୍ଶକ ବନ୍ଧୁ ଦୁନିଆରେ ଏମିତି ଅନେକ ରହସ୍ୟମୟ ଦେବସ୍ଥାନ ରହିଛି। ଯେଉଁ ମନ୍ଦିର ପଛରେ ରହିଛି ଅନେକ ଅଲୌକିକ କଥା।