ପ୍ରଶ୍ନକାଳ ଆରମ୍ଭରୁ ଗୃହ ମୁଲତବୀ

ଭୁବନେଶ୍ୱର,୩।୧୦: ବିଧାନସଭା ମୌସୁମୀ ଅଧିବେଶନରେ ବାରମ୍ବାର ଗୃହ ମୁଲତବୀ ହୋଇ ଚାଲିଛି। ବିରୋଧୀ ହେହୋହଲ୍ଲା ହଟ୍ଟଗୋଳରେ ଗୃହ କମ୍ପୁଛି । ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ନିକଟରେ ଭାଜପା ସଦସ୍ୟ ନାରାବାଜି ଦେଇଛନ୍ତି।

Share