ସ୍ତ୍ରୀଙ୍କ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ବାମୀ, ଗଣ୍ଡି ପଡ଼ିଛି ଘରେ

ନୟାଗଡ଼,୯ା୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ବିଡ଼ାପାଜୁ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ସନ୍ଦେହରେ ସ୍ତ୍ରୀଙ୍କୁ କଟୁରିରେ ହାଣି ସ୍ବାମୀ ଅର୍ଜୁନ ବାଘ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀଙ୍କ ଗଣ୍ଡି ଘରେ ପଡ଼ିଥିବା ଦେଖିବାକୁ ମିଳିଛି। ଆତ୍ମସମର୍ପଣ ପରେ ବାଣୀଗୋଛା ଥାନା ପୋଲିସ ବିଡାପାଜୁ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Share