ସାଟେଲାଇଟ୍‌ ଚିତ୍ରରେ ବିଶାଳକାୟ ସାପର ଭ୍ରମ

ପ୍ୟାରିସ,୨ା୪: ଫ୍ରାନ୍ସର ଲେ ସରପେଣ୍ଟ ଡି’ଓସେନ ଉପକୂଳରେ ଏକ ବିଶାଳକାୟ ସାପର କଙ୍କାଳ ସଦୃଶ ଚିତ୍ର ଗୁଗଲ୍‌ ମ୍ୟାନ୍‌ ସାଟେଲାଇଟ୍‌ରୁ ଦେଖିବାକୁ ମିଳିଛି। ଏହି ଭାଇରାଲ୍‌ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବାବେଳେ ଅନେକେ ଏହାକୁ ବିଲୁପ୍ତ ଟିଟାନୋବୋଆ ପ୍ରଜାତିର ସର୍ପ କଙ୍କାଳ ବୋଲି ଦାବି କରିଛିନ୍ତି। ୧୩୦ ମିଟର ଲମ୍ବ କଙ୍କାଳଟି ମେଟାଲରେ ତିଆରି ହୋଇଥିବା କେତେଜଣ ୟୁଜର ଦାବି କରିଛନ୍ତି।

Share