କେରଲା ଷ୍ଟୋରି ପରେ ‘ଦି ନକ୍ସଲ ଷ୍ଟୋରି’ରେ ନଜର ଆସିବେ ଅଦା ଶର୍ମା

ମୁମ୍ବାଇ: ଫିଲ୍ମ କେରଲା ଷ୍ଟୋରୀ ବସ୍ତର: ଦି ନକ୍ସଲ ଷ୍ଟୋରିରେ ଅଭିନୟ କରିବାକୁ ଯାଉଛନ୍ତି ଅଦା ଶର୍ମା। ଫିଲ୍ମ ନିର୍ମାତା ବିପୁଲ ଅମୃତଲାଲ ଶାହା, ନିର୍ଦ୍ଦେଶକ ସୁଦୀପଟୋ ସେନ ଏହି ଫଇଲ୍ମଟିକୁ ପ୍ରସ୍ତୁତ କରୁଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି। ଫିଲ୍ମ ୫ ଏପ୍ରିଲ ୨୦୨୪ରେ ରିଲିଜ ହେବାକୁ ଯାଉଛି।

Share