Posted inଜାତୀୟ

ହାରିଗଲେ ୨୦୧୯ ନିର୍ବାଚନର କିଙ୍ଗ୍‌ମେକର

ନୂଆଦିଲ୍ଲୀ,୯ା୧୦:୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ କିଙ୍ଗ୍‌ମେକର ଭୂମିକା ନେଇଥିବା ଜନନାୟକ ଜନତା ପାର୍ଟି (ଜେଜେପି) ଏଥର ଖାତା ଖୋଲିପାରି ନାହିଁ। ଗତ ମାର୍ଚ୍ଚରେ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ଏହି ଦଳକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଉଚାନା କଲାଣ ଆସନରୁ ହାରିଯାଇଛନ୍ତି। ଏହି ଆସନରୁ ଭାଜପା ପ୍ରାର୍ଥୀ ଦେବେନ୍ଦ୍ର ଚତର ଭୁଜ୍‌ ଅଟ୍ରିଙ୍କ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବ୍ରିଜେନ୍ଦ୍ର ସିଂଙ୍କଠାରୁ ୩୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚୌତାଲା ପଞ୍ଚମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିୟାଣା ଖେଳକୁ ମହାରାଷ୍ଟ୍ରରେ ଦୋହରାଇବାକୁ ଚାହୁଁଛି ଭାଜପା!

ମୁମ୍ବାଇ,୧୦।୧୦: ହରିୟାଣାରେ ଚମତ୍କାର ବିଜୟ ଦ୍ୱାରା ଉତ୍ସାହିତ ହୋଇ ଭାଜପା ମହାରାଷ୍ଟ୍ରରେ ମଧ୍ୟ ସମାନ ସଫଳତାର ପୁନରାବୃତ୍ତି କରିବାକୁ ଚାହୁଁଛି। ଏଥିପାଇଁ ପ୍ରୟାସ ଜୋରଦାର ହୋଇସାରିଛି।...

ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖକୁ ନେଇ ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗର ଧ୍ୟାନ ବର୍ତ୍ତମାନ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ...

ଭାରତକୁ କରିବାକୁ ଚାହୁଁଥିଲା ଇସଲାମିକ ରାଷ୍ଟ୍ର, ‘ହିଜବ-ଉତ-ତାହିର’ଉପରେ ପ୍ରତିବନ୍ଧକ ଲଗାଇଲେ ମୋଦି ସରକାର

ନୂଆଦିଲ୍ଲୀ,୧୦।୧୦: ୧୯୫୩ରେ ଜେରୁଜେଲମରେ ପ୍ରତିଷ୍ଠିତ ବିଶ୍ୱର ଇସଲାମିକ ଗୋଷ୍ଠୀ ହିଜବ-ଉତ-ତାହିର (ଏଚୟୁଟି) ଗୁରୁବାର ସରକାରଙ୍କ ଦ୍ୱାରା ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କରାଯାଇଥିଲା। କାରଣ ଏହାର...

ଭାଙ୍ଗିଗଲା ଭୁପେନ୍ଦ୍ର ହୁଡାଙ୍କ ସ୍ବପ୍ନ, ପୁଅକୁ କରିପାରିଲେନି…

ଚଣ୍ଡିଗଡ଼,୧୦।୧୦: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏଥର କେବଳ କ୍ଷମତା ହରାଇବାରେ ଦୁଃଖିତ ନୁହଁନ୍ତି, ବରଂ ତାଙ୍କ ଏମପି ପୁତ୍ର ଦୀପେନ୍ଦ୍ର ସିଂ...

ଆସିଲା ହରିୟାଣାର ଶପଥ ଗ୍ରହଣ ସମାରୋହର ତାରିଖ, ୫ ଦିନ ବନ୍ଦ ରହିବ ଦୋକାନ

ଚଣ୍ଡିଗଡ଼,୧୦।୧୦: ଅକ୍ଟୋବର ୧୫ରେ ପଞ୍ଚକୁଲାରେ ହରିୟାଣାର ନୂତନ ସରକାର ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।...

ଭାରତର ଶତ୍ରୁ ଏବେ ଚାଲିଲାଣି ‘ଲାଠି’ର ସାହାରାରେ!

ନୂଆଦିଲ୍ଲୀ,୧୦।୧୦: ଯଦି ଆମେ ଭାରତର ଶତ୍ରୁମାନଙ୍କ ବିଷୟରେ କହିବା, ତେବେ ଚାଇନା ଏବଂ ପାକିସ୍ତାନର ନାମ ସମସ୍ତଙ୍କ ମନକୁ ଆସିବ। ହେଲେ ଏବେ ସମୟ ବଦଳିଲାଣି।...

ଜୟଶଙ୍କର ହଁ କହିବାରୁ ଖୁସି ହୋଇଗଲା ପାକିସ୍ତାନ…,ହେଲେ ଖରାପ ହେବ କି ସମ୍ପର୍କ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ/ଇସଲାମାବାଦ,୧୦।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ...

ଏହି ଗୋଟିଏ ମାତ୍ର ଫିଲ୍ମର ପ୍ରଯୋଜକ ଥିଲେ ରତନ ଟାଟା, ଅଭିନୟ କରିଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ,୧୦ା୧୦: ଜଣେ ଶିଳ୍ପପତି ହେବା ବ୍ୟତୀତ ରତନ ଟାଟା ମଧ୍ୟ ଜଣେ ଫିଲ୍ମପ୍ରେମୀ ଥିଲେ। ୨୦୦୪ରେ ରତନ ଟାଟା ଏକ ବଲିଉଡ୍‌ ଫିଲ୍ମର ପ୍ରଯୋଜନା କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri