ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଘୁୁଷୁରିର ମୃତଦେହ ପାଖରେ ଛିଡା ହୋଇ ଆଉ ଏକ ଘୁଷୁରି ତାକୁ ଶେଷ ବିଦାୟ ଦେଉଛି। ଭିଡିଓକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲିଆସିବ। ପଶୁ ହେଲେ ମଧ୍ୟ ଜଣଙ୍କ ପ୍ରତି ଅନ୍ୟ ଜଣଙ୍କ ଭଲପାଇବା ଭିଡିଓରେ ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Love is what you have been through with somebody..
And like humans, all other animals feel this as well 💕Pig bidding goodbye to his soulmate of 13 years. pic.twitter.com/5dwLEh7Dyb
— Susanta Nanda (@susantananda3) August 25, 2020