ପୋଖରୀରେ ବୁଡି ଚାଲିଗଲା ୪ ବର୍ଷ ଶିଶୁ ପୁତ୍ରଙ୍କ ଜୀବନ

ପାଟଣା,୪।୧୦(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଟାଙ୍ଗରପଡ଼ା ଦେଉଳିସାହିର ଗାଁ ପୋଖରୀରେ ବୁଡି ଜଣେ ୪ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ପୁତ୍ର ହେଉଛନ୍ତି କୋରେଇ ଥାନା ତୁଳତିପୂର ଗ୍ରାମର ରାଜୁ ମୁଣ୍ଡାଙ୍କ ପୁଅ ସନା। ସୂଚନା ଅନୁଯାୟୀ, ଦେଉଳି ସାହିର ବରଜୁ ମୁଣ୍ଡା ଘରକୁ ଆସିଥିବାବେଳେ ଅଘଟଣ ଘଟିଥିଲା।

 

Share